If the BJD extends support, it’s a goner; if it doesn’t, it’s still a goner! II ବିଜେଡି ସମର୍ଥନ କଲେ ମଲା, ନ କଲେ ମଲା !

ଦେଶର ରାଜନୀତିରେ ଏବେ ବଡ଼ ଧରଣର ଚହଳ ପଡ଼ିଛି। କାରଣ ହଠାତ୍ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଆସନ୍ତା ୩୦ ତାରିଖରେ ଲୋକସଭା ବସିବ ଏବଂ ଡିସେମ୍ବର ୨ ତାରିଖରେ ରାଜ୍ୟସଭା ଆରମ୍ଭ ହେବ। ଯଦି ଏହି ସ୍ୱତନ୍ତ୍ର ଅଧିବେଶନରେ ଡିଲିମିଟେସନ୍ ବିଲ୍ ଏବଂ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପାସ୍ ହୁଏ, ତେବେ ଜାତୀୟ ସ୍ତରର ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବ। ଅନେକ ରାଜନୈତିକ ଦଳ ଏବଂ ଅନେକ ବଡ଼ ବଡ଼ ନେତାଙ୍କ ରାଜନୈତିକ ଭବିଷ୍ୟତ … Continue reading If the BJD extends support, it’s a goner; if it doesn’t, it’s still a goner! II ବିଜେଡି ସମର୍ଥନ କଲେ ମଲା, ନ କଲେ ମଲା !