ବିଚାରଧାରାର ମହାସମର; UNSTOPABLE ବିଜେପି || Ideological war; UNSTOPPABLE BJP

ଭାରତୀୟ ରାଜନୀତିର ଗତିପଥ ୨ ମଇ ୨୦୨୬ରେ ଏକ ନୂଆ ମୋଡ଼ ନେଇଛି। ଯେଉଁ ମାଟିରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ ଏବଂ “ଏକ ଦେଶରେ ଦୁଇ ବିଧାନ, ଦୁଇ ପ୍ରଧାନ ଓ ଦୁଇ ନିଶାନ” ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ସେହି ବଙ୍ଗଳା ମାଟିରେ ଦୀର୍ଘ ୭୬ ବର୍ଷ ପରେ ଗୈରିକ ଦଳ ଶାସନ କ୍ଷମତାକୁ ଆସିଛି। ଏହା କେବଳ ଏକ ନିର୍ବାଚନ ଜୟ ନୁହେଁ, ବରଂ ଏକ ଦୀର୍ଘ … Continue reading ବିଚାରଧାରାର ମହାସମର; UNSTOPABLE ବିଜେପି || Ideological war; UNSTOPPABLE BJP