ମୋଦୀଙ୍କୁ ମାନିବିନି ! || I will not accept Modi!

“ମୋଦୀଙ୍କ ଗ୍ୟାରେଣ୍ଟି”… ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ଗଳିକନ୍ଦିରେ, ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ଯାଏଁ ଏହି ଗୋଟିଏ ଶବ୍ଦ ଗୁଞ୍ଜରିତ ହେଉଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ରାଜ୍ୟବାସୀଙ୍କୁ ବଡ଼ଦାଣ୍ଡରେ ଛିଡ଼ା ହୋଇ କହିଥିଲେ— ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବ, ରତ୍ନଭଣ୍ଡାର ଖୋଲି ତାହାର ତନଖି ହେବ, ପ୍ରତିଟି ସୁନା-ରୁପାର ତାଲିକା ଲୋକଲୋଚନକୁ ଅଣାଯିବ ଏବଂ କୌଣସି ଦୁର୍ନୀତିଗ୍ରସ୍ତଙ୍କୁ ବଖ୍‌ସା ଯିବ ନାହିଁ। ଲୋକେ ବିଶ୍ୱାସ କଲେ। ଦୀର୍ଘ ୨୪ ବର୍ଷର ନବୀନ … Continue reading ମୋଦୀଙ୍କୁ ମାନିବିନି ! || I will not accept Modi!