‘ମୋ ଗଳାରେ କେବଳ ଏହି ମଙ୍ଗଳସୂତ୍ର ହିଁ ବାକି ଅଛି, ମୋ କେସ୍ ଶୁଣିନିଅନ୍ତୁ ମିଲର୍ଡ’: ସୁପ୍ରିମକୋର୍ଟରେ ଆକୁଳ ନିବେଦନ || ‘I have only this blessing left in my throat, please hear my case, my lord’: Akul’s plea in Supreme Court

“ଦୀର୍ଘ ୧୫ ବର୍ଷ ହେବ ଆମେ ଏକ ସ୍ୱାଭାବିକ ଜୀବନ ଜିଇଁ ପାରୁନାହୁଁ। ଆମର ସବୁକିଛି ଶେଷ ହୋଇଯାଇଛି। ସାରା ପରିବାର ଛାରଖାର ହୋଇଯାଇଛି। ମୋ ଗଳାରେ ଏବେ କେବଳ ଏହି ମଙ୍ଗଳସୂତ୍ର ହିଁ ବାକି ଅଛି। ହୁଜୁର… ଆମ ମାମଲାଟି ଶୁଣିନିଅନ୍ତୁ।” ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଜଣେ ମହିଳା ଆବେଦନକାରୀ କାନ୍ଦି କାନ୍ଦି ସର୍ବୋଚ୍ଚ ଅଦାଲତଙ୍କ ଆଗରେ ଏଭଳି ଆକୁଳ ନିବେଦନ କରିଛନ୍ତି। ମହିଳାଙ୍କର ଏହି ଭାବବିହ୍ୱଳ ଗୁହାରି କୋର୍ଟ କକ୍ଷରେ ଉପସ୍ଥିତ … Continue reading ‘ମୋ ଗଳାରେ କେବଳ ଏହି ମଙ୍ଗଳସୂତ୍ର ହିଁ ବାକି ଅଛି, ମୋ କେସ୍ ଶୁଣିନିଅନ୍ତୁ ମିଲର୍ଡ’: ସୁପ୍ରିମକୋର୍ଟରେ ଆକୁଳ ନିବେଦନ || ‘I have only this blessing left in my throat, please hear my case, my lord’: Akul’s plea in Supreme Court