ଭାରତୀୟ ରାଜନୀତିରେ ଆଜିକାଲି ଯେଉଁ ଚର୍ଚ୍ଚା ସବୁଠାରୁ ଅଧିକ ଜୋର୍ ଧରିଛି, ତାହା ହେଉଛି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ନୂତନ ସ୍ମୃତିଚାରଣ ପୁସ୍ତକ ‘ବିଲଙ୍ଗିଙ୍ଗ’। ଏହି ପୁସ୍ତକ ବଜାରକୁ ଆସିବା ପୂର୍ବରୁ ଏବଂ ଆସିବା ପରେ ଏହାକୁ ନେଇ ରାଜନୈତିକ କରିଡରରେ ପ୍ରବଳ ହଟଚମଟ ସୃଷ୍ଟି ହୋଇଛି। ସାଧାରଣତଃ ଯେତେବେଳେ ବଡ଼ ବଡ଼ ରାଜନୈତିକ ବ୍ୟକ୍ତିବିଶେଷମାନେ ଆତ୍ମଜୀବନୀ କିମ୍ବା ସ୍ମୃତିଗ୍ରନ୍ଥ ଲେଖନ୍ତି, ସେତେବେଳେ ସେମାନେ ନିଜକୁ ନିଷ୍କଳଙ୍କ ଏବଂ ମହାନ ଦେଖାଇବାକୁ ପ୍ରୟାସ କରିଥା’ନ୍ତି। … Continue reading How successful will this effort by the mother to save her son’s career be? II ପୁଅର କ୍ୟାରିଅର୍ ବଞ୍ଚାଇବାକୁ ମା’ଙ୍କର ଏହି ପ୍ରୟାସ କେତେ ସଫଳ ହେବ?
Copy and paste this URL into your WordPress site to embed
Copy and paste this code into your site to embed