‘ତାମିଲନାଡୁରେ କେତେ ଲୋକ ଘରୋଇ ହସ୍ପିଟାଲର ଖର୍ଚ୍ଚ ଉଠାଇ ପାରିବେ?’ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ || ‘How many people in Tamil Nadu can afford private hospital expenses?’ asks Supreme Court

“ଦେଶରେ କେତେ ଲୋକ ଘରୋଇ ଡାକ୍ତରଖାନାର ମହଙ୍ଗା ଖର୍ଚ୍ଚ ବହନ କରିପାରିବେ?” ତାମିଲନାଡୁରେ ୧୫୨ଟି ମେଡିକାଲ ସିଟ୍ ସରେଣ୍ଡର ସହ ଜଡ଼ିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ସମେତ ତାମିଲନାଡୁର ଥଲପତି ବିଜୟଙ୍କ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। କ’ଣ ରହିଛି ପୂରା ମାମଲା ? ଏହି ବିବାଦ ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ … Continue reading ‘ତାମିଲନାଡୁରେ କେତେ ଲୋକ ଘରୋଇ ହସ୍ପିଟାଲର ଖର୍ଚ୍ଚ ଉଠାଇ ପାରିବେ?’ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ || ‘How many people in Tamil Nadu can afford private hospital expenses?’ asks Supreme Court