How does abuse function in politics? II ରାଜନୀତିରେ ଗାଳି କିପରି କାମ କରେ?

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିହାରର ପାଟନାରେ ଏକ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଅତ୍ୟନ୍ତ ଆପତ୍ତିଜନକ ଏବଂ ବିବାଦୀୟ ବୟାନ ଦେଲେ— “ମୋଦୀ କା ବାପ୍ ଭି ଜାଏଗା।” ଏହାକୁ ନେଇ ଦେଶବ୍ୟାପୀ ରାଜନୈତିକ ତୋଫାନ ସୃଷ୍ଟି ହୋଇଛି। ବିଜେପି ଏହାକୁ କେବଳ ଖରାପ ଭାଷା ନୁହେଁ, ବରଂ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପ୍ରତି ଅପମାନ ବୋଲି କହି ତୀବ୍ର ପ୍ରତିବାଦ କରିଛି। ଏହା କ’ଣ ପ୍ରଥମ … Continue reading How does abuse function in politics? II ରାଜନୀତିରେ ଗାଳି କିପରି କାମ କରେ?