ମୁଁ ହଷ୍ଟେଲ ଯିବି…

Hostel Life: ପିଲାବେଳେ ଆମ ସମସ୍ତଙ୍କୁ ସ୍କୁଲ ବା ଘରେ ନିଶ୍ଚୟ ପଚାରିଥିବେ, ଯେ ତମେ ବଡ଼ ହୋଇ କ’ଣ ହେବ ? ଆମେ ମଧ୍ୟ ସେତେ ଉତ୍ସାହର ସହ କହୁ, ମୁଁ ବଡ଼ ହୋଇ ଡାକ୍ତର ହେବି, ଟିଚର ହେବି, ଇଞ୍ଜିନିୟର ହେବି। ସେହି ଛୋଟ ଛୋଟ ଆଖିରେ ଅନେକ ବଡ଼ ବଡ଼ ସ୍ୱପ୍ନ ନେଇ ଆମେ ଆସିଥାଉ ଗାଁ ରୁ ସହରକୁ । ନିଜ ସ୍ୱପ୍ନକୁ ବାସ୍ତବତାର ଛୁଆଁ ଦେବାପାଇଁ ଅନେକ ପରିଶ୍ରମ ମଧ୍ୟ … Continue reading ମୁଁ ହଷ୍ଟେଲ ଯିବି…