ବଲାଙ୍ଗୀରର ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ; ୮ଟି ଦୋକାନ ପୋଡ଼ି ହୋଇଗଲା ଛାରଖାର || Horrific fire breaks out in Balangir market complex; 8 shops gutted

ବଲାଙ୍ଗୀର ସହରର ଗାନ୍ଧୀନଗର ପଡ଼ା ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବେସରକାରୀ ମାର୍କେଟ କମ୍ପ୍ଲେକ୍ସରେ ଶୁକ୍ରବାର ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବୈଦ୍ୟୁତିକ ଯାନ (EV) ଶୋ’ରୁମ୍‌ ସମେତ ପ୍ରାୟ ୮ଟି ଦୋକାନ କୁ ଘେରିଛି ନିଆଁ । ସେଥିମଧ୍ୟରୁ ୩ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ମାର୍କେଟ କମ୍ପ୍ଲେକ୍ସରୁ ହଠାତ୍ ନିଆଁ ବାହାରୁଥିବା ଦେଖିବାକୁ … Continue reading ବଲାଙ୍ଗୀରର ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ; ୮ଟି ଦୋକାନ ପୋଡ଼ି ହୋଇଗଲା ଛାରଖାର || Horrific fire breaks out in Balangir market complex; 8 shops gutted