କେବଳ ଯୁଦ୍ଧପୋତ ନିର୍ମାଣ ନୁହେଁ, ବରଂ ରକ୍ଷଣାବେକ୍ଷଣ ଓ ଆଧୁନିକୀକରଣର ବଡ଼ ଦାୟିତ୍ୱ ସମ୍ଭାଳିବ ‘ହିନ୍ଦୁସ୍ତାନ ସିପ୍‌ୟାର୍ଡ ଲିମିଟେଡ୍’ || ‘Hindustan Shipyard Limited’ will not only build warships, but also take on the major responsibility of maintenance and modernization.

ଭାରତୀୟ ନୌସେନା ନିଜର ପ୍ରତିରକ୍ଷା କ୍ଷମତା ଏବଂ ସାମୁଦ୍ରିକ ସୀମା ସୁରକ୍ଷାକୁ ଅଧିକ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନୌସେନା ଏବେ ବିଶାଖାପାଟଣାସ୍ଥିତ ପ୍ରତିରକ୍ଷା ପିଏସ୍‌ୟୁ ‘ହିନ୍ଦୁସ୍ତାନ ସିପ୍‌ୟାର୍ଡ ଲିମିଟେଡ୍’କୁ କେବଳ ଏକ ସାଧାରଣ ଜାହାଜ ନିର୍ମାଣକାରୀ ସଂସ୍ଥା ଭାବେ ନୁହେଁ, ବରଂ ଏକ ଦୀର୍ଘକାଳୀନ ‘ରଣନୈତିକ ସାଥୀ’ ଭାବେ ଗ୍ରହଣ କରିବାକୁ ଯାଉଛି। ନୌସେନାର ଡେପୁଟି ଚିଫ୍ ଅଫ୍ ନେଭାଲ ଷ୍ଟାଫ୍ ଭାଇସ୍ ଆଡମିରାଲ୍ ତରୁଣ ସୋବତୀ ଏଚ୍‌ଏସ୍‌ଏଲ୍‌ ଗସ୍ତ … Continue reading କେବଳ ଯୁଦ୍ଧପୋତ ନିର୍ମାଣ ନୁହେଁ, ବରଂ ରକ୍ଷଣାବେକ୍ଷଣ ଓ ଆଧୁନିକୀକରଣର ବଡ଼ ଦାୟିତ୍ୱ ସମ୍ଭାଳିବ ‘ହିନ୍ଦୁସ୍ତାନ ସିପ୍‌ୟାର୍ଡ ଲିମିଟେଡ୍’ || ‘Hindustan Shipyard Limited’ will not only build warships, but also take on the major responsibility of maintenance and modernization.