ସବୁ ଶେଷ କରିଦେଲା ଉକୁଣୀ ।। Health Awareness

ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଚମ୍ପାଗଡ଼ ସାହିରେ ମୁଣ୍ଡରେ ହୋଇଥିବା ଉକୁଣୀ ସଂକ୍ରମଣରେ ୧୨ ବର୍ଷୀୟା ଏକ ନାବାଳିକା ଜୀବନ ହାରାଇଛି । ମୃତକ ହେଉଛନ୍ତି ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । ସାଧାରଣ ଭାବେ ଦେଖାଯାଉଥିବା ଏକ ସମସ୍ୟା କେମିତି ଭୟାବହ ରୂପ ନେଇପାରେ, ଏହି ଘଟଣା ତାହାର ଜୀବନ୍ତ ଉଦାହରଣ। ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ … Continue reading ସବୁ ଶେଷ କରିଦେଲା ଉକୁଣୀ ।। Health Awareness