Haroscope ।। ଆଜିଠାରୁ ଏହି ୫ଟି ରାଶିଙ୍କୁ ମିଳିବ ପୁଳା ପୁଳା ଟଙ୍କା !

ଆଜି ମାଘ ପୂର୍ଣ୍ଣିମା ସହିତ ଫେବୃଆରୀ ମାସର ଶୁଭ ଆରମ୍ଭ ହେଉଛି । ହିନ୍ଦୁ ପଞ୍ଜିକା ଅନୁଯାୟୀ ଏହି ମାସରେ ଧାର୍ମିକ ତିଥି, ଉପବାସ, ପର୍ବପର୍ବାଣୀ ସହିତ ଗ୍ରହମାନଙ୍କର ଗୁରୁତ୍ୱପୂର୍ଣ୍ଣ ଗତି ପରିଲକ୍ଷିତ ହେବ । ଫେବୃଆରୀ ୨ ରୁ ଫାଲଗୁନ ମାସର ଆରମ୍ଭ ହେବା ସହ ଧାର୍ମିକ କାର୍ଯ୍ୟକଳାପର ଧାରା ଆହୁରି ବଢ଼ିବ । ଫେବୃଆରୀ ୫ରେ ସଂକଷ୍ଠୀ ଚତୁର୍ଥୀ, ୯ରେ ଜାନକୀ ଜୟନ୍ତୀ, ୧୩ରେ ସୂର୍ଯ୍ୟଙ୍କ ମକରରୁ କୁମ୍ଭରେ ପ୍ରବେଶ ସହ ଏକାଦଶୀ ଉପବାସ, … Continue reading Haroscope ।। ଆଜିଠାରୁ ଏହି ୫ଟି ରାଶିଙ୍କୁ ମିଳିବ ପୁଳା ପୁଳା ଟଙ୍କା !