ଆମ ଦେଶରେ ପ୍ରକୃତରେ ସମ୍ବିଧାନର ଶାସନ ଚାଲିଛି ନା ଆନ୍ଦୋଳନ ନାଁରେ ହିଂସା କରୁଥିବା ଉପଦ୍ରବୀଙ୍କ ରାଜୁତି ଚାଲିଛି? ଦେଶରେ ଯାହା କିଛି ଘଟୁଛି, ତାହା କେଉଁ ଆଡ଼କୁ ଯାଉଛି ଏବଂ କେଉଁଠି ଯାଇ ଅଟକିବ, ତାହା ବୋଧହୁଏ ଆଜି କେହି କହିପାରିବେ ନାହିଁ। ନିକଟରେ ସରକାର ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟ— ଅର୍ଥାତ୍ ସୁପ୍ରିମକୋର୍ଟ, ଉଭୟେ ମିଶି ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହାର ମୂଲ୍ୟ ଏହି ଦେଶକୁ ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ଦେବାକୁ … Continue reading ସରକାରଙ୍କ ଆତ୍ମସମର୍ପଣ, ସୁପ୍ରିମକୋର୍ଟଙ୍କ ଛାଡ଼: ହିଂସା ଆଗରେ ମୁଣ୍ଡ ନୁଆଁଇଲା କି ଆଇନ? || Government surrender, Supreme Court’s resignation: Did the law bow to violence?
Copy and paste this URL into your WordPress site to embed
Copy and paste this code into your site to embed