କୋରାପୁଟର ଲମତାପୁଟରେ ଇନ୍ଧନ ଅଭାବ , ପଡିଲା ପେଟ୍ରୋଲ ପମ୍ପର ସଟର୍ | Fuel shortage in Lamtaput, Koraput

ମାଲକାନଗିରି ପରେ ପଡିଲା କୋରାପୁଟର ପାଳି | ସ୍ଥାନୀୟ ଅଞ୍ଚଳକୁ ଘେରିଛି ଇନ୍ଧନ ସଙ୍କଟ | ଓଡିଶା କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ଦେଖାଦେଇଛି ଇନ୍ଧନ ଅଭାବ | ପେଟ୍ରୋଲ ଏବଂ ଡିଜେଲର ଅଭାବ ଯୋଗୁଁ ବନ୍ଦ ରହିଛି ସେଠାକାର ଅନେକ ପେଟ୍ରୋଲ ପମ୍ପ । ଗତ ଦୁଇ ଦିନ ଧରି ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଉପଲବ୍ଧ ନାହିଁ | ଯାହା ଫଳରେ ଯାତ୍ରୀ ଏବଂ ଯାନବାହନର ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି … Continue reading କୋରାପୁଟର ଲମତାପୁଟରେ ଇନ୍ଧନ ଅଭାବ , ପଡିଲା ପେଟ୍ରୋଲ ପମ୍ପର ସଟର୍ | Fuel shortage in Lamtaput, Koraput