From Europe to India— A single formula for protest? II ୟୁରୋପରୁ ଭାରତ ପର୍ଯ୍ୟନ୍ତ ବିରୋଧର ଗୋଟିଏ ଫର୍ମୁଲା?

ଜୁନ୍ କିମ୍ବା ଅକ୍ଟୋବର ମାସରେ ଫ୍ରାନ୍ସ, ସ୍ପେନ୍, କିମ୍ବା ଆଲବେନିଆରେ କ’ଣ ଚାଲିଛି ଜାଣିଛନ୍ତି? କେଉଁଠି ଛାତ୍ରମାନେ ରାସ୍ତାରେ, କେଉଁଠି ମାଇଗ୍ରାଣ୍ଟ ବା ପ୍ରବାସୀମାନେ ହିଂସା କରୁଛନ୍ତି। ଐତିହାସିକ ସମ୍ପତ୍ତି ପୋଡ଼ାଯାଉଛି, ବେସରକାରୀ ଦୋକାନ ବଜାର ଲୁଟ୍ ହେଉଛି। କେଉଁଠି ମହଙ୍ଗା ମାଡ଼, କେଉଁଠି ଦୁର୍ନୀତି ବିରୋଧରେ ଆନ୍ଦୋଳନ, ପୁଣି କେଉଁଠି ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦିଆଯାଉଛି! ଫ୍ରାନ୍ସରେ ଅକ୍ଟୋବର ୧୭ ତାରିଖରେ ବ୍ୟାପକ ପ୍ରଦର୍ଶନ ହେଲା, ଆଲବେନିଆରେ ଛାତ୍ର ଆନ୍ଦୋଳନ ହିଂସାଜନିତ ସଂଘର୍ଷରେ ପରିଣତ ହେଲା। … Continue reading From Europe to India— A single formula for protest? II ୟୁରୋପରୁ ଭାରତ ପର୍ଯ୍ୟନ୍ତ ବିରୋଧର ଗୋଟିଏ ଫର୍ମୁଲା?