ଆମେରିକାରେ ବି ଆରମ୍ଭ ହେଲା ‘ମାଗଣା ରାଜନୀତି’? || ‘Freebie politics’ started in America?

ନିଶ୍ଚୟ ଭାରତୀୟ ରାଜନୀତିରେ ନିର୍ବାଚନ ପୂର୍ବରୁ ‘ମାଗଣା ଉପହାର’ ବା ତଥାକଥିତ Freebie Culture ବିଷୟରେ ଶୁଣିଥିବେ—ନିର୍ବାଚନ ଜିତିବା ପାଇଁ ମାଗଣା ବିଜୁଳି, ମାଗଣା ରାସନ କିମ୍ବା ଖାତାକୁ ସିଧାସଳଖ ଟଙ୍କା ପଠାଇବାର ପ୍ରତିଶ୍ରୁତି। କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି, ପୁଞ୍ଜିବାଦର ଗଡ଼ ଆମେରିକାରେ ମଧ୍ୟ ଭୋଟ୍ ପାଇଁ ଏହି ଫର୍ମୁଲା ଆରମ୍ଭ ହୋଇଯିବ? ହଁ ଆଜ୍ଞା, ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ଏକଦମ ସତ୍ୟ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଶାଳ … Continue reading ଆମେରିକାରେ ବି ଆରମ୍ଭ ହେଲା ‘ମାଗଣା ରାଜନୀତି’? || ‘Freebie politics’ started in America?