ମାଗଣା ରାଜନୀତିର ନୂଆ ଅଧ୍ୟାୟରେ ବିଧାୟକଙ୍କୁ ମାଗଣା କାର୍ ଓ ୧୦ ଲକ୍ଷ କୋଟିର ଋଣ ବୋଝ || Free cars and Rs 10 lakh crore loan to MLAs in a new chapter of free politics

ଭାରତୀୟ ରାଜନୀତିରେ ‘ମାଗଣା ସଂସ୍କୃତି’କୁ ନେଇ ଦୀର୍ଘ ଦିନରୁ ବିତର୍କ ଚାଲିଆସିଛି। ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମାଗଣା ଚାଉଳ, ମାଗଣା ବିଜୁଳି, ମାଗଣା ଟିଭି କିମ୍ବା ମାଗଣା ଲାପଟପ୍ ବାଣ୍ଟିବା ଏକ ସାଧାରଣ ପ୍ରଥା ପାଲଟିଛି। ଆଉ ଏହି ମାଗଣା ରାଜନୀତିର ଉତ୍ପତ୍ତିସ୍ଥଳ ଭାବେ ତାମିଲନାଡୁର ନାଁ ସବୁଠାରୁ ଆଗରେ ରହିଆସିଛି। କିନ୍ତୁ ଏବେ ତାମିଲନାଡୁରେ ଏପରି ଏକ ଘଟଣା ଘଟିଛି, ଯାହା ସାରାଦେଶର ଚିନ୍ତା ବଢ଼ାଇ ଦେଇଛି। ଏଥର ମାଗଣା ଉପହାର କୌଣସି ଗରିବ ଖଟିକିଆ … Continue reading ମାଗଣା ରାଜନୀତିର ନୂଆ ଅଧ୍ୟାୟରେ ବିଧାୟକଙ୍କୁ ମାଗଣା କାର୍ ଓ ୧୦ ଲକ୍ଷ କୋଟିର ଋଣ ବୋଝ || Free cars and Rs 10 lakh crore loan to MLAs in a new chapter of free politics