Five ministers against Mohan ।। ମୋହନଙ୍କ ବିରୋଧରେ ୫ ମନ୍ତ୍ରୀ

ରାଜନୀତିର ଇତିହାସ କହେ; ନିର୍ବାଚନ ଜିତିବା ଶାସନ କ୍ଷମତାର ଆରମ୍ଭ ମାତ୍ର; ଶାସନ କରିବା ହେଉଛି ସତ୍ୟ ପରୀକ୍ଷା। ଓଡ଼ିଶାରେ ବର୍ତ୍ତମାନ ଏହି ସତ୍ୟଟି ଆଉ ଗୋଟିଏ ଭିନ୍ନ ଆକାରରେ ପ୍ରକାଶ ପାଉଛି। ବିଜେପି ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଏକାକୀ ରାଜ୍ୟର ଶାସନ କ୍ଷମତାକୁ ଆସିଛି। କିନ୍ତୁ କ୍ଷମତା ମିଳିବା ସହିତ ଦଳ ଭିତରେ ଆରମ୍ଭ ହୋଇଯାଇଛି ଏକ ଅଦୃଶ୍ୟ, କିନ୍ତୁ ଭୟଙ୍କର ଶକ୍ତି ସଂଘର୍ଷ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର … Continue reading Five ministers against Mohan ।। ମୋହନଙ୍କ ବିରୋଧରେ ୫ ମନ୍ତ୍ରୀ