ଚୀନ୍ ସେନାରେ ବିଦ୍ରୋହର ଭୟ? || Fear of rebellion in the Chinese army?

ଗଲୱାନ୍ ଓ ଡୋକଲାମର ମାଷ୍ଟରମାଇଣ୍ଡ୍ ଜେନେରାଲ୍‌ଙ୍କୁ ହଟାଇଲେ ସି. ଜିନପିଙ୍ଗ୍! ଗଲୱାନ୍ ଘାଟିରେ ଭାରତୀୟ ସେନା ସହିତ ରକ୍ତାକ୍ତ ସଂଘର୍ଷର ଯୋଜନା କରିଥିବା ଏବଂ ଡୋକଲାମ୍ ବିବାଦ ପଛରେ ଥିବା ଚୀନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର— ଜେନେରାଲ୍ ଝାଓ ଜୋଙ୍ଗକି ହଠାତ୍ କେଉଁଆଡ଼େ ଗାଏବ ହୋଇଗଲେ? କେବଳ ଝାଓ ଜୋଙ୍ଗକି ନୁହଁନ୍ତି, ଚୀନ୍ ସେନାର ୫୨ ପ୍ରତିଶତ ବରିଷ୍ଠ ଜେନେରାଲ୍ ଏବଂ ଟପ୍ ମିଲିଟାରୀ ଅଫିସରମାନଙ୍କୁସି ଜିନପିଙ୍ଗ୍ ହୁଏତ ବରଖାସ୍ତ କରିଛନ୍ତି ନଚେତ୍ ସେମାନଙ୍କୁ ଜେଲ୍ ପଛକୁ … Continue reading ଚୀନ୍ ସେନାରେ ବିଦ୍ରୋହର ଭୟ? || Fear of rebellion in the Chinese army?