ଜୀବନର ଅହରହ ଧାଁଦୌଡ଼, ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଏବଂ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ଭିତରେ ଆମେ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ‘ହୃତ୍ପିଣ୍ଡ’ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉଛନ୍ତି। ହୃତ୍ପିଣ୍ଡର ପ୍ରତ୍ୟେକ ସ୍ପନ୍ଦନ ଏକ ନିରବ ସନ୍ଦେଶ ଯେ, ଆମକୁ ବଞ୍ଚାଇ ରଖିବା ପାଇଁ ଶରୀର ନିରନ୍ତର କାର୍ଯ୍ୟ କରୁଛି। କିନ୍ତୁ ଅଧିକାଂଶ ସମୟରେ କୌଣସି ଜରୁରୀ ପରିସ୍ଥିତି କିମ୍ବା ଆକସ୍ମିକ ହୃଦ୍ଘାତ (ହାର୍ଟ ଆଟାକ୍) ନହେବା ପର୍ଯ୍ୟନ୍ତ ଲୋକେ ଏହା ପ୍ରତି ସଚେତନ ହୁଅନ୍ତି ନାହିଁ। ସାରା ବିଶ୍ୱରେ … Continue reading ଆପଣଙ୍କ ‘ପ୍ରତ୍ୟେକ ସ୍ପନ୍ଦନ ଗୁରୁତ୍ୱପୂର୍ଣ୍ଣ’; ବିଶ୍ୱ ହୃଦୟ ଦିବସରେ ଯୁବପିଢ଼ିଙ୍କ କ୍ଷେତ୍ରରେ ବଢ଼ୁଥିବା ହୃଦ୍ରୋଗ ଉପରେ କଣ କହିଲେ ବିଶେଷଜ୍ଞ || ‘Every heartbeat matters’: What experts said about the rising incidence of heart disease among the youth on World Heart Day.
Copy and paste this URL into your WordPress site to embed
Copy and paste this code into your site to embed