Elena’s crocodile tears: Concern for the team or Pandian’s safety? || ଏଲିନାଙ୍କ କୁମ୍ଭର କାନ୍ଦଣା: ଦଳ ପାଇଁ ନା ପାଣ୍ଡିଆନଙ୍କ ସୁରକ୍ଷା ଚିନ୍ତା?

ଓଡ଼ିଶାର ରାଜନୀତିରେ ଗତ କିଛିମାସ ଧରି ଯେପରି ଭୂମିକମ୍ପ ସଦୃଶ ପରିବର୍ତ୍ତନ ଘଟିଚାଲିଛି, ସେହି ପରିପ୍ରେକ୍ଷିରେ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ବିବାଦ, ନେତୃତ୍ୱ ଓ ନୀତି ନେଇ ଅନେକ ପ୍ରଶ୍ନ ଉଠିବାଟା ସ୍ୱାଭାବିକ। ନୂଆପଡ଼ା ଉପନିର୍ବାଚନ ସହିତ ବିହାର ଫଳାଫଳ ଆସିଥିବା ଦିନରେ ବିଜେଡିର ମହିଳା ନେତ୍ରୀ ଏଲିନା ଦାସ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଯେପରି ଦଳର ଅନ୍ତର ଆଘାତ କରିବାକୁ ଅପଚେଷ୍ଠା କରିଛନ୍ତି, ସେଥିରୁ ଅନେକ ତରଙ୍ଗ ସୃଷ୍ଟି ହେବା ନିଶ୍ଚିତ। … Continue reading Elena’s crocodile tears: Concern for the team or Pandian’s safety? || ଏଲିନାଙ୍କ କୁମ୍ଭର କାନ୍ଦଣା: ଦଳ ପାଇଁ ନା ପାଣ୍ଡିଆନଙ୍କ ସୁରକ୍ଷା ଚିନ୍ତା?