E20 ପେଟ୍ରୋଲ୍ ଯୋଗୁଁ କମୁଛି ଗାଡ଼ିର ମାଇଲେଜ୍‌, ନଷ୍ଟ ହେଉଛି ରବର ପାର୍ଟସ୍‌; ARAIର ରିପୋର୍ଟରୁ ବଡ଼ ଖୁଲାସା || E20 petrol reduces vehicle mileage, damages rubber parts; ARAI report reveals big truth

ଦେଶରେ E20 ପେଟ୍ରୋଲ୍ କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ‘ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ’ ର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ, E10 ଇନ୍ଧନ ପାଇଁ ପ୍ରସ୍ତୁତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ E20 ପେଟ୍ରୋଲ୍ ବ୍ୟବହାର କରିବା ଦ୍ୱାରା ଗାଡ଼ିର ମାଇଲେଜ୍ କମିବା ସହ ଇଞ୍ଜିନର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ନଷ୍ଟ ହେବାର ଆଶଙ୍ଗା ରହିଛି। ରବର ଅଂଶ ଏବଂ ଟର୍ବୋ ଇଞ୍ଜିନ ଉପରେ ଖରାପ ପ୍ରଭାବ … Continue reading E20 ପେଟ୍ରୋଲ୍ ଯୋଗୁଁ କମୁଛି ଗାଡ଼ିର ମାଇଲେଜ୍‌, ନଷ୍ଟ ହେଉଛି ରବର ପାର୍ଟସ୍‌; ARAIର ରିପୋର୍ଟରୁ ବଡ଼ ଖୁଲାସା || E20 petrol reduces vehicle mileage, damages rubber parts; ARAI report reveals big truth