ରାଜଧାନୀ ଭୁବନେଶ୍ୱରରେ ଆପ୍-ଆଧାରିତ କ୍ୟାବ୍, ଟ୍ୟାକ୍ସି ଏବଂ ଅଟୋ ଚାଳକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଧର୍ମଘଟ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ‘ଓଡ଼ିଶା ଅନ୍ଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍’ ଏବଂ ବିଭିନ୍ନ ଚାଳକ ସଂଘ ପକ୍ଷରୁ ସେବା ବନ୍ଦ ଡାକରା ଦିଆଯିବା ଫଳରେ ସମଗ୍ର ସହରରେ ଓଲା, ଉବେର୍, ରାପିଡୋ ଏବଂ ଓଡ଼ିଶା ୟାତ୍ରୀ ଭଳି ପ୍ରମୁଖ ଅନ୍ଲାଇନ୍ ପରିବହନ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇପଡ଼ିଛି। ଅନ୍ଲାଇନ୍ ଆଗ୍ରିଗେଟର୍ କମ୍ପାନୀଗୁଡ଼ିକର ମନମୁଖୀ ଭଡ଼ା ନିର୍ଦ୍ଧାରଣ ଏବଂ … Continue reading ରାଜଧାନୀରେ ଚାଳକଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ: ଓଲା, ଉବେର୍ ଓ ରାପିଡୋ ସେବା ଠପ୍, ହନ୍ତସନ୍ତ ଯାତ୍ରୀ || Drivers’ protest in the capital enters second day: Ola, Uber and Rapido services disrupted, passengers stranded
Copy and paste this URL into your WordPress site to embed
Copy and paste this code into your site to embed