Drinking water in Bhubaneswar, Cuttack and Puri has become poisonous! ।। ଭୁବନେଶ୍ୱର, କଟକ ଓ ପୁରୀରେ ପାନୀୟ ଜଳ ବିଷରେ ପରିଣତ!

ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ମୃତ୍ୟୁ ଘଟଣା ପରେ ସାରା ଦେଶରେ ଜଳ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବାବେଳେ ଓଡ଼ିଶାର ଭୁବନେଶ୍ୱର, କଟକ ଓ ପୁରୀ ଭଳି ବଡ଼ ସହରଗୁଡ଼ିକର ପାନୀୟ ଜଳ ଗୁଣମାନ ସମ୍ପର୍କିତ ରିପୋର୍ଟ ଗଭୀର ଚିନ୍ତାର କାରଣ ହୋଇଛି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ଏବଂ ଅନ୍ୟ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଜଳ ଗୁଣମାନ ପରୀକ୍ଷାରେ କଟକର କିଛି ଅଞ୍ଚଳରେ  ଓ ଭୁବନେଶ୍ୱରରେ ଅତ୍ୟଧିକ ଧୂଳିକଣା … Continue reading Drinking water in Bhubaneswar, Cuttack and Puri has become poisonous! ।। ଭୁବନେଶ୍ୱର, କଟକ ଓ ପୁରୀରେ ପାନୀୟ ଜଳ ବିଷରେ ପରିଣତ!