ରାତିରେ ହଠାତ୍‌ ବଢ଼ୁଛି କି ଛାତି ସ୍ପନ୍ଦନ ସହ ଭୟ? ଏହା ହୋଇପାରେ ‘ପାନିକ୍ ଆଟାକ୍’ର ସଙ୍କେତ, ଜାଣନ୍ତୁ ପ୍ରତିକାର || Do you suddenly experience chest tightness and fear at night? This could be a sign of a panic attack, know the remedy

ଅନେକ ସମୟରେ ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ହଠାତ୍ ରାତିରେ ଭୟଭୀତ ହୋଇ ଚମକି ପଡ଼ନ୍ତି। ଶରୀର ଗରମ ହୋଇଯାଏ, ପ୍ରବଳ ଝାଳ ବାହାରେ ଏବଂ ଏମିତି ଲାଗେ ଯେମିତି ଶ୍ୱାସରୁଦ୍ଧ ହୋଇଯାଉଛି। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଏହାକୁ କେବଳ ଏକ ସାଧାରଣ ଖରାପ ସ୍ୱପ୍ନ ଭାବି ଅବହେଳା କରନ୍ତୁ ନାହିଁ। ଚିକିତ୍ସା ବିଜ୍ଞାନ ଅନୁସାରେ, ଏହା ହେଉଛି ରାତିରେ ଆସୁଥିବା ‘ନୋକ୍ଟର୍ନାଲ୍ ପାନିକ୍ … Continue reading ରାତିରେ ହଠାତ୍‌ ବଢ଼ୁଛି କି ଛାତି ସ୍ପନ୍ଦନ ସହ ଭୟ? ଏହା ହୋଇପାରେ ‘ପାନିକ୍ ଆଟାକ୍’ର ସଙ୍କେତ, ଜାଣନ୍ତୁ ପ୍ରତିକାର || Do you suddenly experience chest tightness and fear at night? This could be a sign of a panic attack, know the remedy