ଏମାନଙ୍କର ନୈତିକତା ଅଛି କି? || Do they have ethics?
ଆଜି ଆମେ ଆଲୋଚନା କରିବା ରାଜନୀତିରେ ନୀତି ଓ ନୈତିକତା ସମ୍ପର୍କରେ। ଖାସ୍ କରି ଭାରତୀୟ ଜନତା ପାର୍ଟି ବା ବିଜେପିର ସେହି କଥିତ ନୀତି ଓ ନୈତିକତା ସମ୍ପର୍କରେ, ଯାହାର ଡିଣ୍ଡିମ ଦଳ ସବୁବେଳେ ସାରା ଦେଶରେ ପିଟିଥାଏ। ଭାରତୀୟ ରାଜନୀତିର ଇତିହାସକୁ ଯଦି ଆମେ ଓଲଟାଇ ଦେଖିବା, ତେବେ ବିଜେପି ସର୍ବଦା ନିଜକୁ ଏକ ‘ଭିନ୍ନ ଦଳ’ ବା ‘Party with a Difference’ ବୋଲି ଦାବି କରିଆସିଛି। ଚରିତ୍ର ଗଠନ, ସ୍ୱଚ୍ଛତା ଏବଂ … Continue reading ଏମାନଙ୍କର ନୈତିକତା ଅଛି କି? || Do they have ethics?
Copy and paste this URL into your WordPress site to embed
Copy and paste this code into your site to embed