ଭାରତ-ଜାପାନ ମଧ୍ୟରେ ‘ମୋଗାମୀ-କ୍ଲାସ’ ଯୁଦ୍ଧଜାହାଜ ନିର୍ମାଣକୁ ନେଇ ଆଲୋଚନା ? || Discussions between India and Japan on the construction of ‘Mogashi-class’ warships?

ଭାରତ ଏବଂ ଜାପାନ ମଧ୍ୟରେ ‘ମୋଗାମୀ-କ୍ଲାସ’ ଷ୍ଟେଲ୍‌ଥ୍ ଫ୍ରିଗେଟ୍ (ଆଧୁନିକ ଯୁଦ୍ଧଜାହାଜ)ର ମିଳିତ ନିର୍ମାଣକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଜାପାନୀ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିର୍ଦ୍ଦିଷ୍ଟ ଯୁଦ୍ଧଜାହାଜ ବିଷୟରେ କୌଣସି ସ୍ୱତନ୍ତ୍ର ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିଥିବା ଜାପାନର ପ୍ରଧାନମନ୍ତ୍ରୀ ସନାଏ … Continue reading ଭାରତ-ଜାପାନ ମଧ୍ୟରେ ‘ମୋଗାମୀ-କ୍ଲାସ’ ଯୁଦ୍ଧଜାହାଜ ନିର୍ମାଣକୁ ନେଇ ଆଲୋଚନା ? || Discussions between India and Japan on the construction of ‘Mogashi-class’ warships?