ପିଲାଙ୍କ କଥା ପାସୋରି ଦେଲେ ବିରୋଧୀ? || Did the opposition ignore the child’s words?

ଏପରି ଏକ ପ୍ରସଙ୍ଗ, ଯାହା ସିଧାସଳଖ ରାଜ୍ୟର କୋଟି କୋଟି ଭବିଷ୍ୟତ— ଅର୍ଥାତ୍ ଆମ ପିଲାମାନଙ୍କ ଶିକ୍ଷା ସହ ଜଡ଼ିତ। କିଛିଦିନ ତଳେ ରାଜ୍ୟରେ ଏକ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଥିଲା— ତାହା ଥିଲା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ବହିରେ ହଜାର ହଜାର ଭୁଲ୍, ଅନାବଶ୍ୟକ ଗୀତ, ଆଉ ଅନ୍ୟ ରାଜ୍ୟର ବିଧାନସଭା ଫଟୋ। ଏହାକୁ ନେଇ ଚାରିଆଡ଼େ ଝଡ଼ ସୃଷ୍ଟି ହୋଇଥିଲା। ବିଜେଡି ଏବଂ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା … Continue reading ପିଲାଙ୍କ କଥା ପାସୋରି ଦେଲେ ବିରୋଧୀ? || Did the opposition ignore the child’s words?