Dharmendra’s ‘Letter Politics II ଧର୍ମେନ୍ଦ୍ରଙ୍କ ଚିଠି ରାଜନୀତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କାହିଁକି ବଢୁଛି ଦୂରତା?

ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଅନେକ ନୂତନ ସମୀକରଣ ଦେଖିବାକୁ ମିଳୁଛି। ବିଶେଷ କରି ଦଳ ଭିତରେ କ୍ଷମତାର କେନ୍ଦ୍ରବିନ୍ଦୁ ଏବଂ ନେତାମାନଙ୍କ ପରସ୍ପର ଭିତରେ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକଦା ଯେଉଁ ନେତାଜଣକ ନିଜକୁ ରାଜ୍ୟ ବିଜେପିର ସର୍ବେସର୍ବା ଏବଂ କ୍ଷମତାର ମୁଖ୍ୟ ଚାଳକଭାବେ ପରିଚିତ କରାଉଥିଲେ, ଆଜି ସେହି ପୂର୍ବତନକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ସିଧାସଳଖ ଆଲୋଚନା ବଦଳରେ ଚିଠି … Continue reading Dharmendra’s ‘Letter Politics II ଧର୍ମେନ୍ଦ୍ରଙ୍କ ଚିଠି ରାଜନୀତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କାହିଁକି ବଢୁଛି ଦୂରତା?