D. Purandeswari : Unite, or else you will certainly face the consequences II ଡି. ପୁରନ୍ଦେଶ୍ୱରୀ: ଏକଜୁଟ୍ ହୁଅ, ନଚେତ୍ କୁପରିଣାମ ନିଶ୍ଚୟ ଭୋଗିବ

ରାଜ୍ୟରେ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଚାଲିଛି। ୨୦୨୪ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ଓଡ଼ିଶାରେ କ୍ଷମତାକୁ ଆସିଥିବା ବିଜେପି ଶିବିରରେ ଏବେ କିନ୍ତୁ କିଛିଟା ଆଭ୍ୟନ୍ତରୀଣ ଝଡ଼ର ଆଭାସ ମିଳୁଛି। ଏକଥାକୁ ପ୍ରଥମେ ଦଳର ନବ ନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ମଇ ମାସରେ ଓଡ଼ିଶା ଗସ୍ତ କାଳରେ କହିବା ସହିତ ରାଜ୍ୟର ନେତା ଓ ମନ୍ତ୍ରୀମାନଙ୍କୁ କହିବା ସହିତ ଚେତାବନୀ ଦେଇଥିଲେ। ଏହାପରେ ଏହି ପ୍ରସଙ୍ଗରେ ଏବେ ଦଳର … Continue reading D. Purandeswari : Unite, or else you will certainly face the consequences II ଡି. ପୁରନ୍ଦେଶ୍ୱରୀ: ଏକଜୁଟ୍ ହୁଅ, ନଚେତ୍ କୁପରିଣାମ ନିଶ୍ଚୟ ଭୋଗିବ