ଗଣତାନ୍ତ୍ରିକ ସରକାରଙ୍କୁ ଓଲଟାଇବାକୁ ଷଡ଼ଯନ୍ତ୍ର ! ଦିଲ୍ଲୀ ସମେତ ୯ଟି ରାଜ୍ୟର ୨୦ଟି ସ୍ଥାନରେ NIAର ଚଢ଼ାଉ || Conspiracy to overthrow democratic government! NIA raids 20 places in 9 states including Delhi

ଦେଶରେ ଆଇଏସଆଇଏସ ଏବଂ ଏକ୍ୟୁଆଇଏସ ଭଳି ଆତଙ୍କବାଦୀ ସଂଗଠନର ବିଚାରଧାରାକୁ ବିସ୍ତାର କରିବା ଏବଂ ଅନଲାଇନ୍ ମାଧ୍ୟମରେ ଯୁବପିଢ଼ିଙ୍କୁ ଉଗ୍ରପନ୍ଥୀ ବା ଆତଙ୍କବାଦ ଆଡ଼କୁ ଆକର୍ଷିତ କରୁଥିବା ଏକ ବଡ଼ ମଡ୍ୟୁଲ୍ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ବୁଧବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରେ ହିଂସାତ୍ମକ ‘ଜିହାଦ୍’ ମାଧ୍ୟମରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଓଲଟାଇବା ଏବଂ ଭାରତରେ ‘ଇସଲାମିକ୍ ଷ୍ଟେଟ୍’ ପ୍ରତିଷ୍ଠା କରିବା ପାଇଁ ରଚାଯାଉଥିବା ଏହି ଆନ୍ତଃରାଜ୍ୟ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ … Continue reading ଗଣତାନ୍ତ୍ରିକ ସରକାରଙ୍କୁ ଓଲଟାଇବାକୁ ଷଡ଼ଯନ୍ତ୍ର ! ଦିଲ୍ଲୀ ସମେତ ୯ଟି ରାଜ୍ୟର ୨୦ଟି ସ୍ଥାନରେ NIAର ଚଢ଼ାଉ || Conspiracy to overthrow democratic government! NIA raids 20 places in 9 states including Delhi