Congress will review the defeat ।। ପରାଜୟର ସମୀକ୍ଷା କରିବ କଂଗ୍ରେସ

ବିହାର ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ୧୨ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ କଂଗ୍ରେସ ପଦାଧିକାରୀଙ୍କ ସହ ବୈଠକ ଆସନ୍ତା ୧୮ ତାରିଖରେ ଇନ୍ଦିରା ଭବନରେ ଅନୁଷ୍ଠିତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ନଭେମ୍ବର ୧୮ରେ ବିଭିନ୍ନ ରାଜ୍ୟ କଂଗ୍ରେସ ପ୍ରଭାରୀ, ପ୍ରଦେଶ କଂଗ୍ରେସ ସଭାପତି, ବିଧାୟକ ଦଳର ନେତା ଏବଂ କେନ୍ଦ୍ରଶାସିତ ଅଞ୍ଚଳର କଂଗ୍ରେସ ସଚିବଙ୍କୁ ଏହି ସମୀକ୍ଷା ବୈଠକରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ନିର୍ଦ୍ଦେଶ … Continue reading Congress will review the defeat ।। ପରାଜୟର ସମୀକ୍ଷା କରିବ କଂଗ୍ରେସ