କଂଗ୍ରେସର ସୁରକ୍ଷା କବଚ ଚୁରମାର୍, ଚିନ୍ତାରେ ରାହୁଲ || Congress’ security cover is in tatters, Rahul is worried

ଭାରତୀୟ ରାଜନୀତିରେ ଆଜି ଏକ ଏଭଳି ମହା-ପରିବର୍ତ୍ତନର ସମୟ ଆସିଛି, ଯାହା ଆଗାମୀ କିଛି ଦଶନ୍ଧିର ଗଣତାନ୍ତ୍ରିକ ଭବିଷ୍ୟତକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଯାଉଛି। କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ଼ ଆତ୍ମବିଶ୍ୱାସର ସହ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ଦେଶରେ ଏକ ବଡ଼ ଧରଣର ଆର୍ଥିକ ସୁନାମି ଆସିବାକୁ ଯାଉଛି, ମହଙ୍ଗା ମାଡ଼ ଆକାଶଛୁଆଁ ହେବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନିୟନ୍ତ୍ରଣ କରିପାରିବେ ନାହିଁ ଏବଂ ତାଙ୍କ … Continue reading କଂଗ୍ରେସର ସୁରକ୍ଷା କବଚ ଚୁରମାର୍, ଚିନ୍ତାରେ ରାହୁଲ || Congress’ security cover is in tatters, Rahul is worried