ଚୀନ୍‌ ସଫଳତାର ସହ ଉଦ୍ଧାର କଲା ରକେଟ୍ ବୁଷ୍ଟର; ଭାରତର ‘ରିୟୁଜେବଲ୍ ଲଞ୍ଚର’ ପାଇଁ ଲାଗିବ ଆହୁରି ବର୍ଷ ବର୍ଷ ସମୟ || China successfully recovers rocket booster; India’s ‘reusable launcher’ will take years to complete

ମହାକାଶ ଗବେଷଣା କ୍ଷେତ୍ରରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍‌ ନିଜର ଶକ୍ତିଶାଳୀ ରକେଟ୍ ‘ଲଙ୍ଗ ମାର୍ଚ୍ଚ-୧୦ବି’ ର ପ୍ରଥମ ପର୍ଯ୍ୟାୟ ବୁଷ୍ଟରକୁ ମହାକାଶରୁ ସଫଳତାର ସହ ପୃଥିବୀକୁ ଫେରାଇ ଆଣିବାରେ (କଣ୍ଟ୍ରୋଲ୍ଡ ରିକଭରି) ସକ୍ଷମ ହୋଇଛି। ହାଇନାନ୍ ଉପକୂଳରେ ସମୁଦ୍ର ମଧ୍ୟରେ ଥିବା ଏକ ପ୍ଲାଟଫର୍ମରେ ନେଟ୍-କ୍ୟାପଚର ବ୍ୟବସ୍ଥା ସାହାଯ୍ୟରେ ଏହି ବୁଷ୍ଟରକୁ ସଫଳତାର ସହ ଧରାଯାଇଛି। ଚୀନ୍‌ର ଏହି ସଫଳତା ପରେ ଆନ୍ତର୍ଜାତୀୟ ସ୍ତରରେ ପୁନଃ ବ୍ୟବହାରକ୍ଷମ ରକେଟ୍ ବା ‘ରିୟୁଜେବଲ୍ … Continue reading ଚୀନ୍‌ ସଫଳତାର ସହ ଉଦ୍ଧାର କଲା ରକେଟ୍ ବୁଷ୍ଟର; ଭାରତର ‘ରିୟୁଜେବଲ୍ ଲଞ୍ଚର’ ପାଇଁ ଲାଗିବ ଆହୁରି ବର୍ଷ ବର୍ଷ ସମୟ || China successfully recovers rocket booster; India’s ‘reusable launcher’ will take years to complete