ଚୀନ-ପାକିସ୍ତାନର ମେଗା ଚକ୍ରବ୍ୟୂହ ; ଭାରତ ଉପରେ ଚବିଶି ଘଣ୍ଟା ନଜର ଭିତରେ ପରମାଣୁ ପାଇଁ ପ୍ରସ୍ତୁତି ! || China-Pakistan mega-war; India under 24-hour watch, nuclear preparations underway!

ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଗୋଟିଏ ବହୁତ ବଡ଼ ନିୟମ ଅଛି – “ଯିଏ ଶତ୍ରୁକୁ ପ୍ରଥମେ ଦେଖିପାରେ, ସେ ହିଁ ଯୁଦ୍ଧ ଜିତେ।” ପୂର୍ବରୁ ଯୁଦ୍ଧ କେବଳ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଲଢ଼ାଯାଉଥିଲା, କିନ୍ତୁ ଏବେ ଯୁଦ୍ଧର ପଞ୍ଚମ କ୍ଷେତ୍ର ବା ସବୁଠାରୁ ବଡ଼ ରଣକ୍ଷେତ୍ର ସାଜିଛି ମହାକାଶ। ଆଉ ଏହି ମହାକାଶରୁ ଭାରତ ବିରୋଧରେ ଏକ ଭୟଙ୍କର ଚକ୍ରବ୍ୟୂହ ରଚନା କରିଛନ୍ତି ଆମର ଦୁଇ ପଡ଼ୋଶୀ ଶତ୍ରୁ ଚୀନ ଏବଂ ପାକିସ୍ତାନ।   … Continue reading ଚୀନ-ପାକିସ୍ତାନର ମେଗା ଚକ୍ରବ୍ୟୂହ ; ଭାରତ ଉପରେ ଚବିଶି ଘଣ୍ଟା ନଜର ଭିତରେ ପରମାଣୁ ପାଇଁ ପ୍ରସ୍ତୁତି ! || China-Pakistan mega-war; India under 24-hour watch, nuclear preparations underway!