ଅଯୋଗ୍ୟଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବିବ୍ରତ କିନ୍ତୁ ପଦକ୍ଷେପ ନେଇପାରୁନାହାନ୍ତି || Chief Minister is worried about the ineligible ones but is unable to take action

ଓଡ଼ିଶା ରାଜନୀତିରେ ପରିବର୍ତ୍ତନର ପବନ ବୋହିବା ପରେ ସାଧାରଣ ଜନତା ଏକ ‘ଡବଲ ଇଞ୍ଜିନ’ ସରକାରରୁ ବହୁତ କିଛି ଆଶା ରଖିଥିଲେ। କିନ୍ତୁ ବିଗତ ୨୨ ମାସର ଘଟଣାବଳୀକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶାସନ ରଥକୁ ଆଗକୁ ନେବା ପରିବର୍ତ୍ତେ ତାଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଏହାକୁ ପଛକୁ ଟାଣିବାରେ ଲାଗିଛନ୍ତି। ବର୍ତ୍ତମାନର ମୋହନ ଚରଣ ମାଝୀ ସରକାର କ୍ଷମତାକୁ ଆସିବାର ଦୁଇବର୍ଷ ନ ପୂରୁଣୁ ଯେଉଁଭଳି ବିବାଦ, ପ୍ରଶାସନିକ … Continue reading ଅଯୋଗ୍ୟଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବିବ୍ରତ କିନ୍ତୁ ପଦକ୍ଷେପ ନେଇପାରୁନାହାନ୍ତି || Chief Minister is worried about the ineligible ones but is unable to take action