ଭାରତୀୟ ନାବିକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଡିଜିଏମ୍‌ଏ ପକ୍ଷରୁ ହାଇ-ଆଲର୍ଟ ଓ ସତର୍କତାମୂଳକ ନିର୍ଦ୍ଦେଶନାମା ଜାରି || Central Government’s big step for the safety of Indian seafarers, DGMA issues high-alert and precautionary instructions

ପଶ୍ଚିମ ଏସିଆ ଏବଂ ଗଲ୍ଫ ଅଞ୍ଚଳରେ ଦେଖାଦେଇଥିବା ଭୂ-ରାଜନୈତିକ ସଙ୍କଟ ମଧ୍ୟରେ ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ଜଳପଥ ‘ହର୍ମୁଜ ପ୍ରଣାଳୀ’ ରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ସାମୁଦ୍ରିକ କ୍ଷେତ୍ରରେ ବୃଦ୍ଧି ପାଉଥିବା ଏହି ଚରମ ତିକ୍ତତା ଓ ସାମରିକ ଗତିବିଧିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ମାରିଟାଇମ୍ ଆଫେୟାର୍ସ’ ପକ୍ଷରୁ ସେହି ସୀମା ଦେଇ ଯାତ୍ରା କରୁଥିବା ସମସ୍ତ ଭାରତୀୟ … Continue reading ଭାରତୀୟ ନାବିକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଡିଜିଏମ୍‌ଏ ପକ୍ଷରୁ ହାଇ-ଆଲର୍ଟ ଓ ସତର୍କତାମୂଳକ ନିର୍ଦ୍ଦେଶନାମା ଜାରି || Central Government’s big step for the safety of Indian seafarers, DGMA issues high-alert and precautionary instructions