ହ୍ୱାଟସ୍‌ଆପ୍ ର ୟୁଜରନେମ୍ ଫିଚର ଉପରେ ମେଟାକୁ ଆଉ ୩ ଦିନର ସମୟ || Central government gives Meta 3 more days to respond to WhatsApp’s username feature

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସ୍‌ଆପ୍‌ର ପ୍ରସ୍ତାବିତ ‘ୟୁଜରନେମ୍ ଫିଚର’ କୁ ନେଇ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଫିଚର ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଜବାବ ଦେବା ପାଇଁ ସରକାର ହ୍ୱାଟସ୍‌ଆପ୍‌ର ମାତୃ ସଂସ୍ଥା ମେଟା କୁ ଆଉ ୩ ଦିନର ଅତିରିକ୍ତ ସମୟ ଦେଇଛନ୍ତି। ପୂର୍ବରୁ ଦିଆଯାଇଥିବା ସମୟ ସୀମା ଶେଷ ହେବା ପରେ ସରକାର ଏହି ମହଲତ ବଢ଼ାଇଛନ୍ତି। କାହିଁକି ଚିନ୍ତାରେ କେନ୍ଦ୍ର ସରକାର ? କେନ୍ଦ୍ର … Continue reading ହ୍ୱାଟସ୍‌ଆପ୍ ର ୟୁଜରନେମ୍ ଫିଚର ଉପରେ ମେଟାକୁ ଆଉ ୩ ଦିନର ସମୟ || Central government gives Meta 3 more days to respond to WhatsApp’s username feature