ବାଳିକା ଶିକ୍ଷା କ’ଣ ଦୂରେଇ ପାରିବ ଓଡ଼ିଶାର ଲିଙ୍ଗଗତ ପାର୍ଥକ୍ୟ? || Can girls’ education close the gender gap in Odisha?

ସାମ୍ପ୍ରତିକ ବର୍ଷଗୁଡ଼ିକରେ ବାଳିକା ଶିକ୍ଷାରେ ସ୍ପଷ୍ଟ ପ୍ରଗତି ହାସଲ କରିଛି ଓଡ଼ିଶା। କିନ୍ତୁ ରାଜ୍ୟର ଲିଙ୍ଗଗତ ପାର୍ଥକ୍ୟକୁ ପୂରଣ କରିବା ଏବଂ ଯୁବତୀମାନଙ୍କୁ ସଶକ୍ତିକରଣ ପାଇଁ ନିରନ୍ତର ଚେଷ୍ଟା କରିବା ଏକ ବଡ଼ ଚ୍ୟାଲେଞ୍ଜ ଭଳି ଠିଆ ହୋଇଛି। ଝିଅମାନଙ୍କର ନାମଲେଖା ସ୍ତର ବଢ଼ିଥିଲେ ମଧ୍ୟ ସାମନ୍ତର ଭାବେ ବଢ଼ୁଛି ଛାଡ଼ପତ୍ରର ହାର। ଗତ କିଛି ବର୍ଷ ମଧ୍ୟରେ, ଓଡ଼ିଶାରେ ମାଧ୍ୟମିକ ସ୍ତରରେ ବାଳିକାମାନଙ୍କ ସ୍କୁଲ ନାମଲେଖାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ବାଳିକାମାନଙ୍କର … Continue reading ବାଳିକା ଶିକ୍ଷା କ’ଣ ଦୂରେଇ ପାରିବ ଓଡ଼ିଶାର ଲିଙ୍ଗଗତ ପାର୍ଥକ୍ୟ? || Can girls’ education close the gender gap in Odisha?