ଶୁକ୍ରବାର ସକାଳେ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ଏକ କଞ୍ଚା ବୋମା ଫିଙ୍ଗାଯିବାରୁ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କେହି ଆହତ ହୋଇ ନାହାଁନ୍ତି ଏବଂ ବୋମା ବିସ୍ଫୋରଣ ଘଟଣାରେ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇନାହିଁ। କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି।
/odishatv/media/media_files/2025/11/28/gemini_edited_1x_bpp-2025-11-28-10-47-26.jpeg)
ଏହି ବୋମା ଆସିଲା କେଉଁଠୁ ? ଏହାକୁ କଣ ପାଇଁ ବିଦ୍ୟାଳୟ ପରିସରରେ ଫିଙ୍ଗାଗଲା ତାହାକୁ ନେଇ ସ୍ଥାନୀୟ ଲୋକମାେନ ଚିନ୍ତିତ ଅଛନ୍ତି । ତଥାପି ଡରିବାର କିଛି ନାହିଁ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । କମିଶନରେଟ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ତଦନ୍ତ ପରେ ହିଁ ସତ ଜଣାପଡ଼ିବ ।
ତେବେ ନିକଟରେ ଦିଲ୍ଲୀର ଲାଲକିଳ୍ଲାଠାରେ କାରରେ ବମ୍ ବ୍ଲାଷ୍ଟ ହେବା ଘଟଣା ଲୋକଙ୍କୁ ମନରୁ ଯାଇନଥିବା ବେଳେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ଏକ କଞ୍ଚା ବୋମା ଫିଙ୍ଗାଯିବାରୁ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
also read https://purvapaksa.com/mahabharat-in-bjm-for-money-and-architecture/
Mahabharat in BJD for money and sankhabhawan ।। ଟଙ୍କା ଓ ଶଙ୍ଖଭବନ ପାଇଁ ବିଜେଡିରେ ମହାଭାରତ


