ପୁଣି ବବି ମୋହରା || Bobby Mohara again

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳୁଛି। ବିଜୁ ଜନତା ଦଳ ବା ବିଜେଡି ଭିତରେ ଯେଉଁ ଅନ୍ତଃକନ୍ଦଳ ଓ କ୍ଷମତାର ଲଢ଼େଇ ଚାଲିଥିଲା, ସେଥିରେ ଏବେ ଏକ ଅତ୍ୟନ୍ତ ରୋଚକ ତଥା ଚାଞ୍ଚଲ୍ୟକର ମୋଡ଼ ଆସିଛି। ପରାଜୟର ଗ୍ଳାନି, ଦଳୀୟ ସଂଗଠନରୁ ଦୂରତା ଏବଂ ଦୀର୍ଘ ଛଅ ମାସର ନିରବତା ପରେ ଅଚାନକ ସାମ୍ନାକୁ ଆସିଛନ୍ତି ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ଦାସ। କିନ୍ତୁ ସବୁଠୁ ବଡ଼ … Continue reading ପୁଣି ବବି ମୋହରା || Bobby Mohara again