ଖ୍ରୀଷ୍ଟିଆନ୍ଙ୍କି ଭୟରେ ବିଜେପିର ‘ଦାରା ବଳି’ || BJP’s ‘sacrificial lamb’ move out of fear of Christians
ପରଦା ଉପରେ ଏହି ଶୀର୍ଷକଟି ଦେଖି ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ— “ଖ୍ରୀଷ୍ଟିଆନ୍ଙ୍କଙ ଭୟରେ ଦାରା ବଳି?” ଓଡ଼ିଶାରେ ବିଜେପି ସରକାର ଅଛି, ପୁଣି ଖ୍ରୀଷ୍ଟିଆନ୍ ଭୋଟ୍ କେବେଠାରୁ ଏତେ ବଡ଼ ନିର୍ଣ୍ଣାୟକ ହୋଇଗଲା ଯେ ଜଣେ କଏଦୀଙ୍କ ଭାଗ୍ୟ ତା’ ଉପରେ ନିର୍ଭର କରିବ? ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ସଂଖ୍ୟା ଥିଲା ପ୍ରାୟ ୧୧ ଲକ୍ଷ ୬୧ ହଜାର। ଆଜି ଏହା ବଢ଼ି ବହୁ କଷ୍ଟରେ ୧୪ ରୁ ୧୫ … Continue reading ଖ୍ରୀଷ୍ଟିଆନ୍ଙ୍କି ଭୟରେ ବିଜେପିର ‘ଦାରା ବଳି’ || BJP’s ‘sacrificial lamb’ move out of fear of Christians
Copy and paste this URL into your WordPress site to embed
Copy and paste this code into your site to embed