BJP’s big planning, Congress’s worried || ବିଜେପିର ବିଗ ପ୍ଲାନିଂ, ଛାନିଆ କଂଗ୍ରେସ

ରାଜ୍ୟସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ଆଧିକାରିକ ବିଜ୍ଞପ୍ତି ଜାରି ହୋଇନାହିଁ। କିନ୍ତୁ ତା’ର ଆଗରୁ ହିଁ ଓଡ଼ିଶାର ରାଜନୀତିକ ପରିଦୃଶ୍ୟ ଏବେଠାରୁ ଗରମ ହୋଇଉଠିଲାଣି। ମାର୍ଚ୍ଚ ମାସରେ ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କେବଳ ସଂଖ୍ୟାବଳର ଖେଳ ନୁହେଁ; ଏହା ପଞ୍ଚାୟତ–ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ୩ଟି ପ୍ରମୁଖ ଦଳ—ଶାସକ ଭାରତୀୟ ଜନତା ପାର୍ଟି, ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ—ପାଇଁ ସାଂଗଠନିକ ଅସ୍ତିତ୍ୱ, ନେତୃତ୍ୱ ଓ ଭବିଷ୍ୟତ … Continue reading BJP’s big planning, Congress’s worried || ବିଜେପିର ବିଗ ପ୍ଲାନିଂ, ଛାନିଆ କଂଗ୍ରେସ