ବଦଳୁଛି ବିଜେପି; ଓଡ଼ିଶାରେ କାହିଁକି ନୁହେଁ? || BJP is changing; why not in Odisha?
ଭାରତୀୟ ରାଜନୀତିର ପରିଭାଷା ବଦଳିବାରେ ଲାଗିଛି। ଦିନ ଥିଲା, ଭାରତୀୟ ଜନତା ପାର୍ଟି (ବିଜେପି)କୁ କେବଳ ‘କ୍ୟାଡର ଭିତ୍ତିକ’ ଏବଂ ‘ଆରଏସଏସ’ ଦ୍ୱାରା ନିୟନ୍ତ୍ରିତ ଏକ ଅନୁଶାସିତ ଦଳଭାବେ ଗ୍ରହଣ କରାଯାଉଥିଲା। ବିଶ୍ୱାସ କରାଯାଉଥିଲା ଯେ, ଯିଏ ଶାଖାରୁ ପ୍ରଶିକ୍ଷିତ ହୋଇନାହିଁ, ତା’ ପାଇଁ ଦଳର ଶୀର୍ଷ ପଦବୀ କିମ୍ବା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆକାଶ କଇଁଆ ଚିଲିକା ମାଛ ଭଳି। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱାଧୀନ ବିଜେପି … Continue reading ବଦଳୁଛି ବିଜେପି; ଓଡ଼ିଶାରେ କାହିଁକି ନୁହେଁ? || BJP is changing; why not in Odisha?
Copy and paste this URL into your WordPress site to embed
Copy and paste this code into your site to embed