” BJP caught in the UGC trap” || ଶକୁନିର ୟୁଜିସି ଫାଶରେ ବିଚରା ବିଜେପି

ଭାରତୀୟ ରାଜନୀତିରେ କିଛି ଘଟଣା ଏପରି ହୋଇଥାଏ, ଯାହା ଦେଖିବାକୁ ନୀତିଗତ, ଆଇନଗତ କିମ୍ବା ପ୍ରଶାସନିକ ଲାଗୁଥିବା ସତ୍ତ୍ୱେ ତା’ର ଭିତରେ ଗଭୀର ରାଜନୈତିକ ଚକ୍ରାନ୍ତ, ଭୋଟବ୍ୟାଙ୍କ ଗଣିତ ଓ ଦୀର୍ଘକାଳୀନ ସାମାଜିକ ପ୍ରଭାବ ଲୁଚିଥାଏ । ୟୁଜିସିର “ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ନିୟମାବଳୀ ୨୦୨୬” ସେହି ପ୍ରକାର ଏକ ଦୃଷ୍ଟାନ୍ତ । କାଗଜରେ ଏହା ସାମାଜିକ ନ୍ୟାୟର ଏକ ଉଦ୍ୟମ ; କିନ୍ତୁ ଏହା ଆଜିର ଯୁବପିଢ଼ିକୁ ପୁନର୍ବାର ଜାତିର ଚକ୍ରାନ୍ତରେ ଠେଲିବାର ଏକ … Continue reading ” BJP caught in the UGC trap” || ଶକୁନିର ୟୁଜିସି ଫାଶରେ ବିଚରା ବିଜେପି