ଡବଲ୍ ପେଣ୍ଡାଲରେ ବିଜେଡି ରାଜନୀତି || BJD’s ‘Double Pandal’ Politics

ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ନାଟକ ଆରମ୍ଭ ହୋଇଛି! ଆପଣମାନେ ଓଡ଼ିଶାର ପାରମ୍ପରିକ ଯାତ୍ରା କଳା, ବିଶେଷ କରି ଖୋଲା ମଞ୍ଚରେ ହେଉଥିବା “ଡବଲ୍ ପେଣ୍ଡାଲ୍” ନାଟକ ସମ୍ପର୍କରେ ନିଶ୍ଚୟ ଜାଣିଥିବେ। ୧୯୮୦ ଦଶକରେ ଗୋଟିଏ ପଟେ ମଞ୍ଚ, ଆଉ ଗୋଟିଏ ପଟେ ଆଉ ଏକ ପେଣ୍ଡାଲ୍— ଦୁଇଟି ମଞ୍ଚକୁ ମିଶାଇ କରାଯାଉଥିବା ଏହି ଅଭିନୟ ଯାତ୍ରା ଜଗତରେ ଏକ ବିପ୍ଳବ ଆଣିଥିଲା। କିନ୍ତୁ ଆଜି ଆମେ କୌଣସି ପୌରାଣିକ କିମ୍ବା ସାମାଜିକ ଯାତ୍ରା କଥା … Continue reading ଡବଲ୍ ପେଣ୍ଡାଲରେ ବିଜେଡି ରାଜନୀତି || BJD’s ‘Double Pandal’ Politics