ଜମୁଛି ବିଜେଡି ନାଟକ-କୃତଘ୍ନ ବନାମ ଭସ୍ମାସୁର || BJD drama is brewing – Prabhat Biswal v/s Pranab Prakash Das

ରାଜନୀତିରେ କେବଳ ପୋଷାକ ବଦଳିଲେ କାହାଣୀ ବଦଳେନି । କିନ୍ତୁ ଯେତେବେଳେ ପୋଷାକ ସହ ସ୍ୱର ବଦଳିଯାଏ, ଆରମ୍ଭ ହୁଏ ଏକ ଭୟଙ୍କର ବିସ୍ଫୋରଣ । ଏବେ ସେଇ ବିସ୍ଫୋରଣ ଦେଖାଯାଉଛି ବିଜେଡି ଭିତରେ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ , ଯିଏ ନିଜ ପୋଷାକର ରଙ୍ଗ ବଦଳାଇବା ସହ ଆକ୍ରମଣର ଢଙ୍ଗ ବି ବଦଳାଇ ଦେଇଛନ୍ତି । ପୋଷାକ ନାଲିରୁ ଧଳା ହେବା ପରେ ପ୍ରଭାତ ବିଶ୍ୱାଳଙ୍କ ପ୍ରଥମ ଟାର୍ଗେଟ୍ ସାଜିଛନ୍ତି ପ୍ରଣବ ପ୍ରକାଶ … Continue reading ଜମୁଛି ବିଜେଡି ନାଟକ-କୃତଘ୍ନ ବନାମ ଭସ୍ମାସୁର || BJD drama is brewing – Prabhat Biswal v/s Pranab Prakash Das