ବିଜେଡି – କଂଗ୍ରେସ ମେଣ୍ଟ ଭାଙ୍ଗିଲା; ଭୟ ନା ଆଉ କିଛି! || BJD-Congress alliance breaks; fear or nothing else!

ଓଡ଼ିଶା ରାଜନୀତିର ମାନଚିତ୍ରରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରଙ୍କୁଶ ଶାସନ କରିଥିଲା ବିଜୁ ଜନତା ଦଳ (ବିଜେଡି)। ଏବେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା ପରି ମନେହେଉଛି। ଜାତୀୟ ରାଜନୀତିରେ ନିକଟରେ ଘଟିଥିବା ‘ରାଘବ ଇଫେକ୍ଟ’ ଏବେ ଏହି ଆଞ୍ଚଳିକ ଦଳର ନିଦ ହଜାଇ ଦେଇଛି। ବିଶେଷ କରି ଓଡ଼ିଶାରେ ବିଜେଡି ନେତୃତ୍ୱ ଏବେ ଏହି ଝଟକାରେ ସବୁଠାରୁ ଅଧିକ … Continue reading ବିଜେଡି – କଂଗ୍ରେସ ମେଣ୍ଟ ଭାଙ୍ଗିଲା; ଭୟ ନା ଆଉ କିଛି! || BJD-Congress alliance breaks; fear or nothing else!