ବିଜେପି ଅଫିସରେ ବିଜେଡି ରାଜ || BJD calls the shots at the BJP office.

୨୦୨୪ ନିର୍ବାଚନ ପରେ ଯେପରି ବିଜେଡିରେ ଅସନ୍ତୋଷ ଦେଖାଗଲା ସମସ୍ତେ ଭାବିଥିଲେ ବିଜେଡିର ଶଙ୍ଖଭବନ ବିଜେପି କବଜାକୁ ଆସିଯିବ। ବିଜେପି କ୍ଷମତାକୁ ଆସିଲା, ସରକାର ବଦଳିଲା, ମୁଖ୍ୟମନ୍ତ୍ରୀ ବଦଳିଲେ, ଶାସନ ବ୍ୟବସ୍ଥାର ରୂପରେଖ ବଦଳିବାର ପ୍ରତିଶ୍ରୁତି ଦିଆଗଲା। କିନ୍ତୁ ଆଜି ଯେଉଁ ଖବର ଭିତରର କଥା ଆମେ ଆପଣଙ୍କ ଆଗରେ ଖୋଲିବାକୁ ଯାଉଛୁ, ତାହା ଶୁଣିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ— ଶାସନ ସତରେ ବଦଳିଛି ତ? ନା କେବଳ ମୁହଁ ବଦଳିଛି ଆଉ ପଛପଟର ଚରିତ୍ର … Continue reading ବିଜେପି ଅଫିସରେ ବିଜେଡି ରାଜ || BJD calls the shots at the BJP office.