ସ୍କୁଲ ସ୍ତରରୁ ହିଁ ଶିକ୍ଷାଗତ ଓ ଶାରୀରିକ ଅସମର୍ଥତା ଚିହ୍ନଟ କରି ସମାବେଶୀ ଶିକ୍ଷା ପାଇଁ ବଡ଼ ପଦକ୍ଷେପ;୨୧ ପ୍ରକାରର ଦିବ୍ୟାଙ୍ଗତା ପରୀକ୍ଷା ପାଇଁ ଆପ୍‌ର ବ୍ୟବହାର || Big step towards inclusive education by identifying educational and physical disabilities from school level itself; App used to test for 21 types of disabilities

ସ୍କୁଲ ସ୍ତରରୁ ହିଁ ପିଲାମାନଙ୍କଠାରେ ଦେଖାଯାଉଥିବା ଶିକ୍ଷାଗତ ଅସମର୍ଥତା ଓ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ପାଇଁ ‘ପ୍ରଶସ୍ତ’ ଆପ୍‌ର ବ୍ୟାପକ ବ୍ୟବହାର କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷକ ଓ ଶିକ୍ଷାୟତନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ସଂସଦ ଅଧିବେଶନର ମଧ୍ୟବର୍ତ୍ତୀ ସମୟରେ ଓଡ଼ିଶାର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦମାନଙ୍କ ସହ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀ ପ୍ରଧାନ ଏହି ବିଷୟରେ ଆଲୋଚନା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିକଶିତ … Continue reading ସ୍କୁଲ ସ୍ତରରୁ ହିଁ ଶିକ୍ଷାଗତ ଓ ଶାରୀରିକ ଅସମର୍ଥତା ଚିହ୍ନଟ କରି ସମାବେଶୀ ଶିକ୍ଷା ପାଇଁ ବଡ଼ ପଦକ୍ଷେପ;୨୧ ପ୍ରକାରର ଦିବ୍ୟାଙ୍ଗତା ପରୀକ୍ଷା ପାଇଁ ଆପ୍‌ର ବ୍ୟବହାର || Big step towards inclusive education by identifying educational and physical disabilities from school level itself; App used to test for 21 types of disabilities